25.1 C
Bhubaneswar
Sunday, December 14, 2025
Homeଓଡିଶାମାଛଗାଁ କେନାଲରେ ଘାଇ

ମାଛଗାଁ କେନାଲରେ ଘାଇ

ଜଗତସିଂହପୁର: ନୂଆଦା ନିକଟରେ ମାଛଗାଁ କେନାଲରେ ୧୦ ଫୁଟ୍‌ର ଘାଇ। ଘାଇ ଯୋଗୁଁ ତରିକୁନ୍ଦ ଓ ନୂଆଦା ଅଞ୍ଚଳ ବ୍ୟାପକ ଜଳମଗ୍ନ। କେନାଲ କଡ଼ରେ ଥିବା ୨୦ରୁ ଉର୍ଦ୍ଧ ଘର ପାଣି ଘେରରେ। ତରିକୁନ୍ଦ ବଜାରରେ ୫୫ ନଂ ଜାତୀୟ ରାଜପଥ ଉପରେ ପାଣି। କଟକ-ଜଗତସିଂହପୁରକୁ ଯୋଗାଯୋଗ ବାଧାପ୍ରାପ୍ତ। ଘାଇକୁ ମରାମତି କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking