23.1 C
Bhubaneswar
Friday, April 18, 2025
Homeଓଡିଶାମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା: ଭକ୍ତଙ୍କ ପ୍ରବଳ ଗହଳି

ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା: ଭକ୍ତଙ୍କ ପ୍ରବଳ ଗହଳି

ପୁରୀ: ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର । ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ବାସିନୀ ମା’ ମଙ୍ଗଳା । ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଲମ୍ବା ଲାଇନରେ ଆସି ମା’ଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ମଧ୍ୟାହ୍ନରେ ପାଟୁଆ ନୃତ୍ୟ ସହ ମଧ୍ୟରାତିରେ କାଳିକା ନୃତ୍ୟ ଅନୁଷ୍ଠିତ ହେବ । ସେଥିପାଇଁ ମାଆଙ୍କ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking