28.1 C
Bhubaneswar
Sunday, November 24, 2024
Homeଓଡିଶାବଙ୍ଗୋପସାଗରରେ  ଲଘୁଚାପ !

ବଙ୍ଗୋପସାଗରରେ  ଲଘୁଚାପ !

ବ୍ୟୁରୋ : ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର  ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ସୂଚନା ରହିଛି  । ଦକ୍ଷିଣ ପଶ୍ଚିମ  ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ । ଆଗାମୀ ୪୮ ଘଣ୍ଟା ମଧ୍ୟରେ  ଘୁର୍ଣ୍ଣିବଳୟଟି ଲଘୁଚାପ ରୂପ ନେବ ।  ଲଘୁଚାପରେ ପରିଣତ ହେବା ପରେ ପଶ୍ଚିମ ଦିଗକୁ  ଗତି କରିବ । ପରବର୍ତ୍ତୀ  ଦୁଇଦିନ ପର୍ଯ୍ୟନ୍ତ ତାମିଲନାଡୁ  , ଶ୍ରୀଲଙ୍କା ଆଡେ ମୁହାଁଇବ । ଲଘୁଚାପ ପ୍ରଭାବରେ ୧୨ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ପ୍ରବଳ ଆଶଙ୍କା ରହିଛି । ତାମିଲନାଡୁ , କେରଳ , ପୁଡୁଚେରୀରେ ପ୍ରବଳ ବର୍ଷା ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking