ବଲାଙ୍ଗୀର : ଘର ଭିତରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା କରିଛନ୍ତି ା ମୁରିବାହାଲ ଥାନା ସିଲେପାଲି ଗାଁର ଘଟଣା ଖବର ଶୁଣି ଘଟଣାସ୍ଥଳରେ ଏସଡିପିଓ, ମୁରଲିବାହି ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଛନ୍ତି । ହେଲେ ପ୍ରେମୀ ଯୁଗଳଙ୍କ ହତ୍ୟା ନା ଆତ୍ମହତ୍ୟା ପୁଲିସ ତଦନ୍ତ କରୁଛି । ପରିବେଶରେ ଶୋକାକୁଳ ଦେଖାଦେଇଛି । ପରିସ୍ଥିତି ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।