22.1 C
Bhubaneswar
Friday, February 6, 2026
Homeଓଡିଶାପ୍ରେମ ପ୍ରତାରଣା: କଲେଜ୍ ଅଧ୍ୟକ୍ଷ ଗିରଫ

ପ୍ରେମ ପ୍ରତାରଣା: କଲେଜ୍ ଅଧ୍ୟକ୍ଷ ଗିରଫ

କୁଚିଣ୍ଡା: ପ୍ରେମ ପ୍ରତାରଣା ଅଭିଯୋଗରେ କଲେଜ ଅଧ୍ୟକ୍ଷ ଗିରଫ । ମହୁଲପାଲି ଥାନା ଅଞ୍ଚଳର ଏକ କଲେଜ ଅଧ୍ୟକ୍ଷ ଗିରଫ । ମହିଳାଙ୍କ ଅଭିଯୋଗ ଆଧାରରେ ଅଧ୍ୟକ୍ଷ ଗିରଫ । ବିବାହର ପ୍ରଲୋଭନ ଦେଖାଇ ଦୀର୍ଘଦିନ ଧରି ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking