17.1 C
Bhubaneswar
Sunday, December 7, 2025
Homeଓଡିଶାପିପିଲି ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ

ପିପିଲି ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ

ପିପିଲି: ପାର୍ବଣ ପୂର୍ବରୁ ପିପିଲି ପୋଲିସକୁ ଚ୍ୟାଲେଞ୍ଜ। ଜଇସପାଟଣା ଛକ ଠାରେ ଥିବା ଏମ୍ଏସ୍ କଲର ପ୍ଲସ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୃର୍ବୁତ୍ତ। ଚୋରୀରେ ଲକ୍ଷାଧିକ ଟଙ୍କାର ରଙ୍ଗ ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରି ନେଇଛନ୍ତି ଦୃର୍ବୁତ୍ତ । ରାତିରେ ଏକ ପିକଅପ ଭ୍ୟାନରେ ୪ ରୁ ୫ଜଣ ଦୃର୍ବୁତ୍ତ ଆସି ଦୋକାନ ତାଲା ଭାଙ୍ଗି ଚୋରୀ କରି ନେଇ ଥିବା ସିସିଟିଭି ଫୁଟେଜରୁ ସ୍ପସ୍ଟ ଜଣାପଡିଛି । ଆଜି ସକାଳେ ଜାଣିବା ପରେ ଦୋକାନ ମାଲିକ ପୋଲିସକୁ ଖବର ଦେଇ ଥିବା ବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ଜାରି ରଖିଛନ୍ତି। ଜାତୀୟ ରାଜପଥ ଓ ବ୍ୟାଙ୍କ୍ ନିକଟରେ ଏଭଳି ଘଟଣା ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking