30.1 C
Bhubaneswar
Monday, July 8, 2024
Homeଅପରାଧ୫ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

୫ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ବ୍ୟୁରୋ : ବିଳମ୍ବ ରାତିରେ ହୋଇଛି ସିରିଜ୍ ଲୁଟ୍ । ଗୋଟିଏ ଗାଁରୁ ପ୍ରାୟ ୫ ଘରୁ ହୋଇଛି ଲୁଟ । ତେବେ ପ୍ରାୟ ପାଞ୍ଚଟି ପରିବାରରୁ ୨୦ ଲକ୍ଷରୁ ଅଧିକ ସୁନା ରୂପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏପରି ସିରିଜ୍ ଲୁଟ ହୋଇଛି କୋଣାର୍କ ଗୋପ ଥାନା ଅନ୍ତର୍ଗତ ବିରିତୁଙ୍ଗ ପଞ୍ଚାୟତରେ । ସେହି ଗ୍ରାମର ନରହରି କାଣ୍ଡି, ରାଜକିଶୋର ବିଶ୍ୱାଳ ଏବଂ ନାହାଟି ଗାଁର ଲିଙ୍ଗରାଜ ପ୍ରଧାନ, ଗଣେଶ୍ୱର ସେଠୀ ଓ ବନମ୍ୱର ପ୍ରଧାନଙ୍କ ଘରୁ ଲୁଟ ହୋଇଛି। ନରହରି କାଣ୍ଡିଙ୍କ ଝିଅ ବାହାଘର ପାଇଁ ରଖିଥିବା ସୁନା ଗହଣା ସବୁ ଲୁଟି ନେଇଛନ୍ତି ଲୁଟେରା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking