26.1 C
Bhubaneswar
Friday, March 27, 2026
Homeଓଡିଶାବିବାହ ମଣ୍ଡପରୁ ଲୁଟ

ବିବାହ ମଣ୍ଡପରୁ ଲୁଟ

ଭୁବନେଶ୍ବର: ଭୁବନେଶ୍ବରରେ ବିବାହ ମଣ୍ଡପରୁ ଲୁଟ। କନ୍ୟାର ସଙ୍ଗୀତ କାର୍ଯ୍ୟକ୍ରମ ଚାଲିବାବେଳେ ମଣ୍ଡପରୁ ଚୋରି ହୋଥିବା ଅଭିଯୋଗ ହୋଇଛି। କନ୍ୟାର ଗିଫ୍ଟ ଟଙ୍କା ନେଇ ଚମ୍ପଟ ମାରିଛି ଚୋର। ବ୍ୟାଗ୍ ରେ ଥିବା ସାଢ଼େ ୩ଲକ୍ଷ ଟଙ୍କା ନେଇ କାରରେ ଫେରାର ହୋଇଯାଇଛି ଚୋର ଓ ତାର ସହଯୋଗୀ । ବରଯାତ୍ରୀ ବେଶରେ ଆସି ଲୁଟ କରିଛି ଭଦ୍ରମୁଖା ଚୋର। ଚୋରି ପରେ ନୟାପଲ୍ଲୀ ଥାନାରେ କନ୍ୟାପକ୍ଷ ଅଭିଯୋଗ କରିଛନ୍ତି। ପୋଲିସ ସିସିଟିଭି ଯାଞ୍ଚ ସହ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking