29.1 C
Bhubaneswar
Sunday, February 8, 2026
Homeଓଡିଶାଗ୍ରାହକ ସେବା କେନ୍ଦ୍ରରୁ ଲୁଟ୍‌

ଗ୍ରାହକ ସେବା କେନ୍ଦ୍ରରୁ ଲୁଟ୍‌

ସୁନ୍ଦରଗଡ଼: ଏସବିଆଇ ଗ୍ରାହକ ସେବା କେନ୍ଦ୍ରରୁ ଲୁଟ୍‌। ଗ୍ୟାସ କଟକରେ ସଟର କାଟି ଲୁଟ କରିଛନ୍ତି ଦୁବୃତ। ସୁନ୍ଦରଗଡ଼ ଧରୁଆଡିହି ଥାନା  ବିର ବିରାରେ ଲୁଟ ହୋଇଥିବା ଜଣାପଡ଼ିଛି । ରାତିରେ କେହି ଦୁର୍ବୃତ୍ତ ସଟର ତାଲା  କାଟି ନଗଦ ୮୦ ହଜାର ଓ ଲାପଟପ ଲୁଟ କରି ନେଇଥିବା ବେଳେ ସିସିଟିଭି କ୍ୟାମେରା ଓ ହାର୍ଡ ଡିସ୍କ କାଢି ନେଇଛନ୍ତି  । ପ୍ରଥମେ ବାହାରେ ଜଳୁଥିବା ଲାଇଟକୁ ବାହାର କରିଦେବା ପରେ ଲୁଟ କରିଛନ୍ତି ଦୁର୍ବୃତ୍ତ। ସବୁଦିନ ଭଳି କାଲି ମଧ୍ୟ ବଳକା ଥିବା ନଗଦ ଟଙ୍କା କ୍ୟାସ କାଉଣ୍ଟରରେ ଛାଡି ସେବା କେନ୍ଦ୍ର ବନ୍ଦ କରି ଘରକୁ ଯାଇଥିଲେ ତରଣିସେନ। ହେଲେ ଆଜି ସକାଳେ ଆସି ଦେଖିବା ବେଳକୁ ରାତିରେ କେହି ଦୁର୍ବୃତ୍ତ କଳାକନା ବୁଲାଇଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking