18.1 C
Bhubaneswar
Wednesday, December 17, 2025
Homeଓଡିଶାଥଣ୍ଡା ବୋତଲ ଭିତରେ ଦେଶୀ ମଦ

ଥଣ୍ଡା ବୋତଲ ଭିତରେ ଦେଶୀ ମଦ

ଭୁବନେଶ୍ବର: ଥଣ୍ଡା ବୋତଲ ଭିତରେ ଦେଶୀ ମଦ ପୁରାଇ ଚାଲିଥିଲା କାରବାର । ଭୁବନେଶ୍ବର ଘାଟିକିଆ ବରମୁଣ୍ଡା ରାସ୍ତାରେ ଏକ ଦୋକାନରେ ସ୍ପ୍ରାଇଟ ବୋତଲରେ ମଦ ବିକ୍ରି କରାଯାଉଥିଲା । ସ୍ନାକ୍ସ ଦୋକାନରେ ଏହି କାରବାର ଚାଲିଥିବା ବେଳେ ଏକ୍ସସାଇଜ ଟିମ୍ ପହଞ୍ଚି ଚଢାଉ କରିଛି । ଦୋକାନରେ ଚଢାଉ କରିବା ସହିତ କୋଲ୍ଡ ଡ୍ରିଙ୍କ୍ସ ଟ୍ରେ ସବୁ ଜବତ କରିଛି । ଘଟଣାରେ ଦୋକାନ ମାଲିକଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking