27.1 C
Bhubaneswar
Monday, November 25, 2024
Homeଅପରାଧଲିଭ-ଇନ୍ ପାର୍ଟନରଙ୍କୁ ମାରି ପୋଡିଦେଲା ପ୍ରେମିକ

ଲିଭ-ଇନ୍ ପାର୍ଟନରଙ୍କୁ ମାରି ପୋଡିଦେଲା ପ୍ରେମିକ

ହରିୟାଣା: ପାରିବାରିକ କଳହକୁ ନେଇ ହରିୟାଣାର ଜଣେ ପ୍ରେମିକ ଲିଭ-ଇନ୍ ପାର୍ଟନର କୁ , ଛୁରା ମାଡ କରି ନିଆଁରେ ଜାଳି ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ପ୍ରେମିକ ଜଣଙ୍କ ମୃତ ସରିତାଙ୍କୁ ୬ ବର୍ଷରୁ ଅଧିକ ସମୟ ଧରି ଭଲ ପାଉଥିବା ସୂଚନା ରହିଛି । ପଞ୍ଜାବର ଜିରାକପୁରର ବାସିନ୍ଦା ସରିତା ବିବାହ ପୂର୍ବରୁ ନିଜ ପ୍ରେମିକଙ୍କ ସହ ରହୁଥିଲେ । ସିଭିଲ୍ ଲାଇନ୍ସ ଅଞ୍ଚଳରେ ଥିବା ଏକ କଲୋନୀରେ ଏମିତି ଘଟଣା ଘଟିଛି । ଫୋରେନସିକ୍ ଯାଞ୍ଚ ପରେ ସରିତାଙ୍କ ଉପରେ ଏକାଧିକ ଛୁରାମାଡ଼ ହୋଇଥିବା ପୋଲିସ ଜାଣିବା ପରେ ଅପକରଙ୍କୁ ଗିରଫ କରିଥିଲା। ତେବେ ସରିତାଙ୍କ ଦେହ ଜଳିଯାଇଥିବା ବେଳେ ସରିତାଙ୍କ ଭାଇ ତ୍ରିଶଲା ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ। ପୋଲିସ ଏ ନେଇ ତଦନ୍ତ କରିଥିବା ନେଇ କ୍ରାଇମ ୟୁନିଟ୍ ମନୀଷ କୁମାର କହିଛନ୍ତି। ଅଭିଯୁକ୍ତଙ୍କୋ କୁ କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କୁ ପଚରାଉଚରା କରାଯାଇ କ୍ରାଇମବ୍ରାଞ୍ଚକୁ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking