31.1 C
Bhubaneswar
Saturday, March 28, 2026
Homeଓଡିଶାଧୈର୍ଯ୍ୟର ସହ ଅଭିଯୋଗ ଶୁଣ, ନିର୍ଦ୍ଦିଷ୍ଟ ସମୟରେ କାମ ସାର: ସୁରେଶ ପୂଜାରୀ

ଧୈର୍ଯ୍ୟର ସହ ଅଭିଯୋଗ ଶୁଣ, ନିର୍ଦ୍ଦିଷ୍ଟ ସମୟରେ କାମ ସାର: ସୁରେଶ ପୂଜାରୀ

ଭୁବନେଶ୍ୱର: ଲୋକଙ୍କ ସେବକ ହୋଇ କାମ କରିବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ମନ୍ତ୍ରୀ ସୁରେଶ ପୂଜାରୀ କଡା ତାଗିଦ କରିଛନ୍ତି । ଜିଲ୍ଲା ସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ  ନେଇ ଉଦବେଗ ପ୍ରକାଶ କରିଛନ୍ତି ।  ଦୂର ଦୂରାନ୍ତରରୁ ଆସୁଥିବା ଲୋକଙ୍କୁ ବସିବାକୁ ଚୌକି ଦିଅ, ପିଇବାକୁ ପାଣି ଦିଅ । ଧୈର୍ଯ୍ୟର ସହ ତାଙ୍କ  ଅଭିଯୋଗ ଶୁଣ, ନିର୍ଦ୍ଦିଷ୍ଟ ସମୟରେ କାମ ସାର । ପୂର୍ବରୁ କାର୍ଯ୍ୟାନଷ୍ଠାନ ହୋଇଛି , ନିୟମରେ ନ ରହିଲେ କାର୍ଯ୍ୟାନୁଷ୍ଠାନ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking