16.1 C
Bhubaneswar
Sunday, December 7, 2025
Homeଓଡିଶାଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ସହଯୋଗ ପାଇଁ ୩ ଜଣିଆ ପିସିସି ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ

ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ସହଯୋଗ ପାଇଁ ୩ ଜଣିଆ ପିସିସି ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ

ଭୁବନେଶ୍ୱର: ଓଡ଼ିଶାରେ ଜିଲ୍ଳା ସଭାପତି ଚୟନ ପାଇଁ ସଂଗଠନ ସୃଜନ ଅଭିଯାନରେ ଏଆଇସିସି ପକ୍ଷରୁ ନିଯୁକ୍ତି ପାଇଥିବା ପର୍ଯ୍ୟବେକ୍ଷକ ମାନଙ୍କୁ ସହଯୋଗ ପାଇଁ ପର୍ଯ୍ୟବେକ୍ଷକ-୧, ପର୍ଯ୍ୟବେକ୍ଷକ-୨, ପର୍ଯ୍ୟବେକ୍ଷକ-୩ ଏହିପରି ୩୫ ଗୋଟି ସାଂଗଠନିକ ଜିଲ୍ଳା ପାଇଁ ତିନିଜଣ ପିସିସି ପର୍ଯ୍ୟବେକ୍ଷକ ନିଯୁକ୍ତି ପ୍ରସ୍ତାବକୁ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଳୁ ଅନୁମୋଦନ କରି ସେମାନଙ୍କ ନାମ ତାଲିକା ପ୍ରକାଶ କରିଛନ୍ତି । ଏହି କ୍ରମରେ ଅନୁଗୁଳ ଜିଲ୍ଲା ପାଇଁ ମହମ୍ମଦ ମୋକିମ, ବିନୋଦ ପାତ୍ର, ନିରଞ୍ଜନ ନାୟକ ରହିଥିବା ବେଳେ ବାଲେଶ୍ୱର- ରବିନ୍ଦ୍ର ମଲ୍ଲିକ, ଜବାମଣି ଟୁଡୁ, ବିପ୍ଳବ ଚୌଧୁରୀ, ବରଗଡ଼ -ଭୁଝବଳ ମାଝୀ, ଦେଓସ୍ମିତ ସାମଲ, କମଳ ଚରଣ ତାଣ୍ଡି, ଭଦ୍ରକ- ସମୀର ରାଉତରାୟ, କୃଷ୍ଣଚନ୍ଦ୍ର ମହାନ୍ତି, ଅଖିଳେଷ ଯାଦବ, ଭୁବନେଶ୍ୱର- ସୁଜିତ ପାଢ଼ୀ, ଅଭିଷେକ ମହାନନ୍ଦ, ଅମ୍ରିତା ଦାସ, ବଲାଙ୍ଗୀର- ଶରତ ରାଉତ, ନିମାଇଁ ସରକାର, ଅମିତା ବିଶ୍ୱାଳ, ବୌଦ୍ଧ- ନୁକଳ ନାୟକ, ଆକବର ଖାନ, ପ୍ରମୋଦ ଜେନା, କଟକ- ନଗେନ୍ଦ୍ର ପ୍ରଧାନ, ହିମାଂଶୁ ଲେଙ୍କା, ସଂଜୟ କୁମାର ମଣ୍ଡଳ, କଟକ ସହର- ପଞ୍ଚାନନ ମଣ୍ଡଳ, ଉତ୍ସବ ସାହୁ, ସତ୍ୟବ୍ରତ ଦାସ, ଦେଓଗଡ଼- ସିଏସ ରାଜନ ଏକା, ହଳଧର ସେଠୀ, ସୁନିତା ବିଶ୍ୱାଳ, ଢ଼େଙ୍କାନାଳ- ସନ୍ତୋଷ ସିଂ ସାଲୁଜା, କିଶୋର ଜେନା, ଜୟନ୍ତ ଭୋଇ, ଗଜପତି- ଚିନ୍ମୟ ବେଉରା, କୃଷ୍ଣଚନ୍ଦ୍ର ପତି, ନିରୁପମା ପାତ୍ର, ଜଗତସିଂହପୁର- ଶରତ ପଟ୍ଟନାୟକ, ଶ୍ୟାମଚରଣ ହାଂସଦା, ରାଜକିଶୋର ବାରିକ, ଯାଜପୁର- ଯଶୋବନ୍ତ ସିଂ ଲାଗୁରି, ଶାନ୍ତନୁ ସାହୁ, ଆକ୍ୟୁବ ଉଜାମନ ଖାନ, ଝାରସୁଗୁଡ଼ା- ରମେଶ ଜେନା, ସସ୍ମିତା ପଣ୍ଡା, ସୁଧାଂଶୁ ଜେନା, କଳାହାଣ୍ଡି- ତାରା ପ୍ରସାଦ ବାହିନୀପତି, ଅଭିମନ୍ୟୁ ବେହେରା, ଫକୀର ଜଗତ, କନ୍ଧମାଳ- ଶ୍ରୀକାନ୍ତ ଜେନା, ଭୋକାଲି ସେଠୀ, ପ୍ରଶାନ୍ତ ବିଶୋଇ, କେନ୍ଦ୍ରାପଡ଼ା- ଜୟଦେବ ଜେନା, କାହ୍ନା ରାଉତ, କନକଲତା ମଳ୍ଲିକ, କେନ୍ଦୁଝର- ସୁଶିଳା ତିରିଆ, ସୁଦର୍ଶନ ଜେନା, ଯୋଗେଶ ଅଗ୍ରୱାଲ, ଖୋର୍ଦ୍ଧା- ଅନନ୍ତ ପ୍ରସାଦ ସେଠୀ, ଦେବାଶିଷ ମହାପାତ୍ର, ବିଶ୍ୱରଞ୍ଜନ ପରିଡ଼ା, କୋରାପୁଟ- ଭାରତ ଭୁଷଣ ବେମାଲ, ଶଙ୍କର ଜିଲାକରା, ପ୍ରଦ୍ୟୁମ୍ନ ଦାଶ, ମାଲକାନଗିରି- ଦାଶରଥି ଗମାଙ୍ଗୋ, ପାଣ୍ଡବ କରଣ, ଲିପିକା ମାଝୀ, ନବରଙ୍ଗପୁର- କୃଷ୍ଣଚନ୍ଦ୍ର କୁଲଦିପ, ପୁରୁଷୋତ୍ତମ ଗୁପ୍ତା, ଦ୍ରୌପଦୀ ମାଝୀ, ନୂଆପଡ଼ା- ସତ୍ୟଜିତ ଗମାଙ୍ଗୋ, ମୁରଲୀଧର ନାୟକ, ଟଙ୍କଧର ସାହୁ, ନୟାଗଡ଼- ଅମରନାଥ ପ୍ରଧାନ, ପ୍ରହଲ୍ଲାଦ ପୂର୍ତ୍ତି, ସଂଗ୍ରାମ କେଶରୀ ମହାନ୍ତି, ପୁରୀ- ଜଗନ୍ନାଥ ପଟ୍ଟନାୟକ, ରୀନା ବେହେରା, ମନୋରଞ୍ଜନ ପଟ୍ଟନାୟକ, ରାୟଗଡ଼ା- ବଳଭଦ୍ର ମାଝୀ, ଅଖିଳ ଭତ୍ରା, ଚିନ୍ମୟ ସୁନ୍ଦର ଦାସ, ରାଉରକେଲା- ରମେଶ କେରକେଟା, ବିଶ୍ୱରଞ୍ଜନ ଦାଶ, ସୁବ୍ରତ ପ୍ରଧାନ, ସମ୍ବଲପୁର- ଶୁଭେନ୍ଦୁ ମହାନ୍ତି, ଜୟନ୍ତ ସାହୁ, ଅଂଶୁମାନ ଦାସ, ସୁବର୍ଣ୍ଣପୁର- ବାଙ୍କନିଧି ବେହେରା, ସରୋଜ ପ୍ରଧାନ, ଗଣେଶ ସାହୁ, ସୁନ୍ଦରଗଡ଼- ସଂକୁନ୍ତଳା ଲାଗୁରି, ସନ୍ତୋଷ ଭୋଇ, ପ୍ରତାପ ପ୍ରଧାନ, ଗଞ୍ଜାମ (ପୂର୍ବ)- ଜାକବ ପ୍ରଧାନ, ବିଜନ ନାୟକ, ସରୋଜ ପ୍ରଧାନ (ଅନୁଗୁଳ), ଗଞ୍ଜାମ (ପଶ୍ଚିମ)- ନିରଞ୍ଜନ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଶଗରିଆ, ସ୍ୱାଗତିକା ପଟ୍ଟନାୟକ, ମୟୁରଭଞ୍ଜ (ପୂର୍ବ) ପ୍ରସାଦ ହରିଚନ୍ଦନ, ନଳିନୀ ମହାନ୍ତି, ରାକେଶ ସାହୁ, ମୟୁରଭଞ୍ଜ (ପଶ୍ଚିମ)- ମଙ୍ଗୁ ଖିଲ, ସଂଗ୍ରାମ ଦାସ, ବନମାଳି ଦାସ ପ୍ରମୁଖ ରହିଛନ୍ତି ।

ପିସିସି ସଭାପତି ଭକ୍ତ ଚରଣ ଦାସ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ଏଆଇସିସି ସମ୍ପାଦକ ଶାହାନୱାଜ ଚୌଧୁରୀଙ୍କ ପରାମର୍ଶ କ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଯାଇଛି । ଏହି ଅବସରରେ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ନବନିଯୁକ୍ତି ପିସିସି ପର୍ଯ୍ୟବେକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking