18.1 C
Bhubaneswar
Sunday, February 8, 2026
Homeଓଡିଶାବଜ୍ରାଘାତ: ବଲାଙ୍ଗିରରେ ଦୁଇ ମୃତ

ବଜ୍ରାଘାତ: ବଲାଙ୍ଗିରରେ ଦୁଇ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ପାଟଣାଗଡରେ ଯୁବକ ଓ ଟିଟିଲାଗଡରେ ମହିଳାଙ୍କ ମୃତ୍ୟୁ ଘଟିଛି । ପାଟଣାଗଡ ବେଲପଡା ଭରୁଆପଡାରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଟିଟିଲାଗଡ ସଇଁତଳା ତୁଷ୍ଟାପାଲିରେ ଛେଳି ଚରାଉଥିବା ମହିଳା ମୃତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking