30.1 C
Bhubaneswar
Thursday, February 12, 2026
Homeଓଡିଶାବଜ୍ରାଘାତ : ୬ ଛେଳି ମୃତ , ବୃଦ୍ଧା ଗୁରୁତର

ବଜ୍ରାଘାତ : ୬ ଛେଳି ମୃତ , ବୃଦ୍ଧା ଗୁରୁତର

ଖୋର୍ଦ୍ଧା : ବଜ୍ରାଘାତରେ ୬ ଛେଳି ଜୀବନ୍ତ ଦଗ୍ଧ  ହୋଇଛନ୍ତି । ଗୁହାଳରେ ବଜ୍ରାଘାତ ଯୋଗୁଁ  ୬ ଛେଳି ଜଳିଯାଇଛନ୍ତି । ବଜ୍ରାଘାତରେ  ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ସିମୋର ପଞ୍ଚାୟତ କଣ୍ଟାମଳିମ ଗାଁରେ ଏଭଳି ଘଟଣା ଘଟିଛି । ଗତକାଲି  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଥିଲା । ଆଜି ସକାଳୁ ସକାଳୁ ରାଜଧାନୀରେ ବର୍ଷା ହୋଇଥିଲା । ଏବଂ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking