18.1 C
Bhubaneswar
Wednesday, February 4, 2026
Homeଓଡିଶାଲଘୁଖଣିଜ ଲୁଟେରାଙ୍କୁ ଛଡାଯିବନି: ଡିଜିପି

ଲଘୁଖଣିଜ ଲୁଟେରାଙ୍କୁ ଛଡାଯିବନି: ଡିଜିପି

ଭୁବନେଶ୍ୱର: ପୋଲିସ ଡିଜିଙ୍କ ୱାଇ.ବି. ଖୁରାନିଆଙ୍କ ପ୍ରେସମିଟ୍ । ବାଲିମାଫିଆଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଆଗକୁ ଚଢାଉ ଆହୁରି ବ୍ୟାପକ ହେବ । ବେଆଇନ ଚାଲାଣ ଉପରେ ନଜର ରହିବ । ସାରା ରାଜ୍ୟରେ ପୋଲିସ ପକ୍ଷରୁ ଚଢାଉ ଚାଲିଛି । ଲଘୁଖଣିଜ ଲୁଟେରାଙ୍କୁ ଛଡାଯିବନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking