17.1 C
Bhubaneswar
Tuesday, December 23, 2025
Homeଓଡିଶାପୁରୀ ସମୁଦ୍ରରେ ବୁଡି ଯାଉଥିବା ୪ ପର୍ଯ୍ୟଟକ ଉଦ୍ଧାର

ପୁରୀ ସମୁଦ୍ରରେ ବୁଡି ଯାଉଥିବା ୪ ପର୍ଯ୍ୟଟକ ଉଦ୍ଧାର

ପୁରୀ: ମୃତ୍ୟୁ ମୁଖରୁ ବଞ୍ଚିଗଲେ ପର୍ଯ୍ୟଟକ । ସମୁଦ୍ରରେ ଗାଧୋଇବା ବେଳେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ ଗାର୍ଡ । ପୁରୀ ସମୁଦ୍ରରେ ବଡ ଅଘଟଣ ବେଳେ ପର୍ଯ୍ୟଟକଙ୍କ ପାଇଁ ଦେବଦୂତ ସାଜି ମୁତ୍ୟୁ ମୁଖରୁ ଟାଣି ଆଣିଥିଲେ ଲାଇଫଗାର୍ଡ । ବୁଡି ଯାଉଥିବା ୪ ଜଣ ପଶ୍ଚିମବଙ୍ଗ ଅଞ୍ଚଳର ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ୪ ଜଣ ପର୍ଯ୍ୟଟକ ସାଙ୍ଗ ସାଥି ହୋଇ ସେକ୍ଟର ୯ ନମ୍ବର ବେଳାଭୁମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖ ବେଳାଭୁମିରେ ଯେତେବେଳେ ଗାଧୋଥିଲେ ପର୍ଯ୍ୟଟକମାନେ ବୁଡି ଯାଉଥିଲେ । ଅନ୍ୟ ପର୍ଯ୍ୟଟକମାନେ ଏହା ଦେଖି ତୁରନ୍ତ ଲାଇଫଗାର୍ଡଙ୍କୁ ଖବର ଦେଇଥିଲେ । ଆଉ ଲାଇଫଗାର୍ଡ ସମୁଦ୍ରକୁ ଯାଇ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking