33.1 C
Bhubaneswar
Wednesday, April 2, 2025
Homeଓଡିଶାଅତ୍ୟଧିକ ଖାଦ୍ୟ ଖାଇବା ପରେ ବି ଶରୀରକୁ କିପରି ଆରାମ ମିଳିବ ଜାଣନ୍ତୁ

ଅତ୍ୟଧିକ ଖାଦ୍ୟ ଖାଇବା ପରେ ବି ଶରୀରକୁ କିପରି ଆରାମ ମିଳିବ ଜାଣନ୍ତୁ

ଭୁବନେଶ୍ୱର: ଅନେକ ସମୟରେ ଆପଣ କିଛି ତେଲିଆ ଖାଦ୍ୟ ଖାଇବା ପରେ ଆପଣଙ୍କ ପେଟ ଭାରୀ ଲାଗେ ।  ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା  , ଆପଣଙ୍କୁ   ଏସିଡିଟି ହେବାର ସମ୍ଭାବନା ଥାଏ । ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ କିଛି ଉପାୟ କହିବୁ  ଯାହା ଆପଣ ତେଲ , ମସଲା , ଗରିଷ୍ଠ  ଭୋଜନ ଖାଇବା ପରେ ହାଲୁକା ଅନୁଭବ କରିବେ । ଆସନ୍ତୁ ଜାଣିବା

ପୁଦିନା – ଭାରୀ ଖାଦ୍ୟ ଖାଇବା ପରେ  ହାଲୁକା ଅନୁଭବ  କରିବା ପାଇଁ ପୁଦିନା ଏକ ଭଲ ଉପଚାର । ପୁଦିନାରେ – ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଛି ।  ଯାହା ପାଚନ ପ୍ରକ୍ରିୟାକୁ ସାହାଯ୍ୟ କରେ ।  ଭାରୀପଣକୁ ଦୂର କରେ ।
ଲେମ୍ବୁ ପାଣି – ଭାରୀ ଖାଦ୍ୟ ଖାଇବା ପରେ ହାଲୁକା ଅନୁଭବ କରିବା ପାଇଁ  ଲେମ୍ବୁ ପାଣି ଏକ ପ୍ରଭାବଶାଳୀ ଉପଚାର  ଲେମ୍ବୁପାଣିରେ  ଭିଟାମିନ ସି ଥାଏ ।  ଯାହା ପାଚନ ପ୍ରକ୍ରିୟାକୁ ସାହାଯ୍ୟ କରେ ।
ପାଣି- ଭାରୀ ଖାଦ୍ୟ ଖାଇବା ପରେ ହାଲୁକା ଅନୁଭବ କରିବା ପାଇଁ   ପାଣି ପିଇବା  ଏକ ପ୍ରଭାବଶାଳୀ  ଉପାୟ ।  ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଭଲ ରୁହେ ।
ବ୍ୟାୟାମ –  ଭାରୀ ଖାଦ୍ୟ ଖାଇଭା ପରେ ହାଲୁକା ଅନୁଭବ କରିବା ପାଇଁ  ବ୍ୟାୟାମ ଏକ ଭଲ ଉପାୟ । ବ୍ୟାୟାମ କରିବା ଦ୍ୱାରା  ପାଚନ କ୍ରିୟାରେ   ସାହାଯ୍ୟ ମିଳିଥାଏ ।  ଫଳରେ ଭାରୀପଣ ସମସ୍ୟା ହ୍ରାସ ପାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking