ଭୁବନେଶ୍ୱର: ନେତାଙ୍କୁ ଜିଲ୍ଲା ଯୋଜନା କମିଟି ଦାୟିତ୍ୱ । ୩୦ ଜିଲ୍ଲା ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର । ୧୮ ମାସ ପରେ ୩୦ ଜିଲ୍ଲାରେ ବିଧାୟକ ଏବଂ ମନ୍ତ୍ରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେଥିରୁ ୪ ଟି ଜିଲ୍ଲାରେ ୪ ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟ ୨୬ ଜିଲ୍ଲା ପାଇଁ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି ।
୧. ଅନୁଗୁଳ – ଅଶୋକ ମହାନ୍ତି
୨. ବଲାଙ୍ଗିର- ଲକ୍ଷ୍ମଣ ବାଗ
୩. ବାଲେଶ୍ୱର- ପଦ୍ମଲୋଚନ ପଣ୍ଡା
୪. ବରଗଡ- ଅଶ୍ୱିନୀ କୁମାର ଷଡଙ୍ଗୀ
୫. ଭଦ୍ରକ- ସିତାଂଶୁ ଖେଶର ମହାପାତ୍ର
୬. ବୌଦ୍ଧ- କହ୍ନାଇ ଚରଣ ଡାଙ୍ଗ
୭. କଟକ- ଛବି ମଲ୍ଲିକ
୮. ଦେବଗଡ- ମନ୍ତ୍ରୀ ସୁରେଶ ପୂଜାରୀ
୯. ଢେଙ୍କାନାଳ- ସୀମାରାଣୀ ନାୟକ
୧୦. ଗଜପତି- ମନ୍ତ୍ରୀ ପୃଥ୍ୱୀରାଜ ହରିନ୍ଦନ
୧୧. ଗଞ୍ଜାମ- ପୂର୍ଣ୍ଣଚନ୍ଦ୍ର ସେଠୀ
୧୨. ଜଗତସିଂହପୁର- ଅମରେନ୍ଦ୍ର ଦାସ
୧୩. ଯାଜପୁର- ଆକାଶ ଦାଶ ନାୟକ
୧୪. ଝାରସୁଗୁଡା- ଟଙ୍କଧର ତ୍ରିପାଠୀ
୧୫. କଳାହାଣ୍ଡି- ସୁଧିର ରଂଜନ ପାଟ୍ଟଯୋଶୀ
୧୬. କନ୍ଧମାଳ- ଉମା ଚରଣ ମଲ୍ଲିକ
୧୭. କେନ୍ଦ୍ରାପଡା-ଡ ଦୁର୍ଗା ପ୍ରସାଦ ନାୟକ
୧୮. କେନ୍ଦୁଝର- ଫକୀର ମୋହନ ନାଏକ
୧୯. ଖୋର୍ଦ୍ଧା- ପ୍ରଶାନ୍ତ କୁମାର ଜଗଦେବ
୨୦. କୋରାପୁଟ- ରଘୁରାମ ମାଛ
୨୧. ରାୟଗଡା- ନିତ୍ୟାନନ୍ଦ ଗଣ୍ଡ
୨୨. ସମ୍ବଲପୁର- କୃଷ୍ଣ ଚନ୍ଦ୍ର ପାତ୍ର
୨୩. ନୂଆପଡା- ଜୟ ଢୋଲକିଆ
୨୪. ସୁବର୍ଣ୍ଣପୁର- ରଘୁନାଥ ଜଗଦାଲା
୨୫. ସୁନ୍ଦରଗଡ- ଦୁର୍ଗା ଚରଣ ତଣ୍ଟି
୨୬.ନବରଙ୍ଗପୁର- ଗୌରୀ ଶଙ୍କର ମାଝୀ
୨୭. ମୟୁରଭଞ୍ଜ- ଭାସ୍କର ମଢେଇ
୨୮. ମାଲକାନଗିରି- ନରସିଂହ ମାଡକମି
୨୯. ନୟାଗଡ- ଦୁଷ୍ମନ୍ତ କୁମାର ସ୍ୱାଇଁ
୩୦. ପୁରୀ – ଓମ ପ୍ରକାଶ ମିଶ୍ର










