29.1 C
Bhubaneswar
Monday, July 7, 2025
Homeଓଡିଶାଶିମିଳିପାଳରେ ଭୁସ୍ଖଳନ

ଶିମିଳିପାଳରେ ଭୁସ୍ଖଳନ

ମୟୁରଭଞ୍ଜ: ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଭୁସ୍ଖଳନ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳ ଭିତରେ ଭୁସ୍ଖଳନ ହୋଇଛି । କାଳିକାପ୍ରସାଦର ଗୁଡଗୁଡିଆ ରାସ୍ତା ମଧ୍ୟରେ ଭୁସ୍ଖଳନ  ହୋଇଛି । ଭୁସ୍ଖଳନ ଯୋଗୁଁ  ରାସ୍ତା କ୍ଷତିଗ୍ରସ୍ତ  ହୋଇଥିବା  ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ  ମରାମତି କାମ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking