ମାଲକାନଗିରି: ଛତିଶଗଡ ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ। ଜଣେ ଡିଆରଜି ଯବାନ ସହିଦ। ୩ ଜଣ ଗୁରୁତର ଅଛନ୍ତି । ନ୍ୟାସନାଲ ପାର୍କ ଅଞ୍ଚଳରେ ଅପରେସନ ବେଳେ ବିସ୍ଫୋରଣ ହୋଇଥିଲା। ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିବା ସନ୍ଦେହ କରାଯାଇଛି ।