17.1 C
Bhubaneswar
Sunday, December 7, 2025
Homeଓଡିଶାସୁରଟରେ ଓଡିଆ ଶ୍ରମିକ ମୃତ

ସୁରଟରେ ଓଡିଆ ଶ୍ରମିକ ମୃତ

ଗଞ୍ଜାମ: ଅଗ୍ନିକାଣ୍ଡରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ  ା ଏଭଳି ଅଭାବନୀୟ ଘଟଣା ସୁରଟ ପାଣ୍ଡେସରାରେ ଘଟିଛି ।  ମୃତ ଶ୍ରମିକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ପାତ୍ରପଡା ବ୍ଲକ କଳାବାଡ ଗାଁର । କପଡା ମିଲରେ କାମ କରିଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking