18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଟୋନି ବ୍ଲେୟାରଙ୍କୁ ଭେଟିଲେ କେଭି ସିଂଦେଓ

ଟୋନି ବ୍ଲେୟାରଙ୍କୁ ଭେଟିଲେ କେଭି ସିଂଦେଓ

ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ  ଟୋନି  ବ୍ଲେୟାରଙ୍କୁ  ଭେଟିଲେ କେଭି ସିଂଦେଓ ।  ଉପମୁଖ୍ୟମନ୍ତ୍ରୀ  କେଭି  ସିଂଦେଓ   ଦିଲ୍ଲୀର  ତାଜ ପ୍ୟାଲେସରେ  ଭେଟିଲେ । ରାଜ୍ୟ ଶକ୍ତି ବିଭାଗ – ଆଇଆଇଟି  କାନପୁର- ଟୋନିଙ୍କ ଗ୍ଲୋବାଲ ଚେଞ୍ଜ ମଧ୍ୟରେ ଚୁକ୍ତି   ଓଡିଶା ରାଜ୍ୟ ଶକ୍ତି ମନ୍ତ୍ରୀ ସମ୍ମିଳନୀର ନେତୃତ୍ୱ  ନେବାକୁ ବୁଝାମଣାପତ୍ର ହୋଇଛି  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking