24.1 C
Bhubaneswar
Friday, February 6, 2026
Homeଓଡିଶାନୂଆପଡା ଦାୟିତ୍ୱରେ କେଭି, ଜୟନାରାୟଣ

ନୂଆପଡା ଦାୟିତ୍ୱରେ କେଭି, ଜୟନାରାୟଣ

ଭୁବନେଶ୍ୱର: ଦୁଇ ବରିଷ୍ଠ ନେତାଙ୍କୁ ନୂଆପଡା ଉପନିର୍ବାଚନ ଦାୟିତ୍ୱ ଦେଲା ବିଜେପି । ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ନିର୍ବାଚନ ଶେଷ ହେବା ଯାଏଁ ନୂଆପଡାରେ ରହିବେ ଉଭୟ ନେତା । ୮ ଜଣ ମନ୍ତ୍ରୀଙ୍କୁ ମଧ୍ୟ ୮ଟି ଜୋନ ଦାୟିତ୍ୱ ଦିଆଯାଇଛି । ସୂଚନାଥାଉକି, ନୂଆପଡା ଉପନିର୍ବାଚନ ପାଇଁ ବିଜେଡି, ବିଜେପି, କଂଗ୍ରେସ ଦଳରୁ ପ୍ରାର୍ଥୀ ଘୋଷଣା ହୋଇଯାଇଛି । କେଉଁ ଦଳ ଏହି ଉପ ନିର୍ବାଚନରେ ବାଜିମାତ ମାରିବ ତାହା ଅପେକ୍ଷା କରିଛନ୍ତି ଜନତା । ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking