29.1 C
Bhubaneswar
Wednesday, March 11, 2026
Homeଓଡିଶାକୋରାଇ ଯୁବ କଂଗ୍ରେସ ପକ୍ଷରୁ ରାମଚନ୍ଦ୍ର କାଡ଼ାମଙ୍କୁ ସ୍ଵାଗତ  

କୋରାଇ ଯୁବ କଂଗ୍ରେସ ପକ୍ଷରୁ ରାମଚନ୍ଦ୍ର କାଡ଼ାମଙ୍କୁ ସ୍ଵାଗତ  

ଯାଜପୁର: ଆଜି ଓଡିଶା କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର କାଡ଼ାମ୍ କେନ୍ଦୁଝର ଅଭିମୁଖେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ଯାଜପୁର ଜିଲ୍ଲା ପାଣିକୋଇଲି ଛକ ଠାରେ ଯୁବ କଂଗ୍ରେସ ନେତା ରାକେଶ ସାହୁଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶ୍ରୀଯୁକ୍ତ କାଡ଼ାମ୍ ଙ୍କୁ ସ୍ଵାଗତ କରିଥିଲେ । କଂଗ୍ରେସକୁ ମଜଭୁତ କରିବାର ସମୟ ଆସିଯାଇଛି ଏବଂ ଆପଣମାନେ ହିଁ କରିପାରିବେ ବୋଲି ଶ୍ରୀଯୁକ୍ତ କାଡ଼ାମ ନିଜ ପ୍ରତିକ୍ରିୟାରେ କଂଗ୍ରେସ କର୍ମୀମାନଙ୍କ ଉଦ୍ଦେଶ୍ୟରେ କହିଲେ । ୨୦୨୯ ରେ ଆମେ ନିଶ୍ଚୟ ସରକାର କରିବା ବୋଲି କହିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking