21.1 C
Bhubaneswar
Saturday, December 13, 2025
Homeଦେଶ ବିଦେଶକୋଲକାତା ଲଜ୍ଜା : ଷ୍ଟାଟସ୍ ରିପୋର୍ଟ ତଲବ

କୋଲକାତା ଲଜ୍ଜା : ଷ୍ଟାଟସ୍ ରିପୋର୍ଟ ତଲବ

କୋଲକତା : କୋଲକତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ । ଗୁରୁବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ । ଘଟଣର ବହୁ ବିଳମ୍ବରେ ଏଫ୍‌ଆଇଆର୍‌କୁ ନେଇ ପ୍ରଶ୍ନ ଉଠାଇଲେ । ପୀଡିତାଙ୍କ ନାଁ, ଫଟୋ ଆଦି ଭାଇରାଲ୍‌କୁ ନେଇ ଉଦ୍‌ବଗେ ପ୍ରକାଶ । ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କଲେ କୋର୍ଟ । ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବା ପ୍ରଚେଷ୍ଟାକୁ ନେଇ ପ୍ରଶ୍ନ କଲେ । ପୀଡିତାଙ୍କ ପରିବାରକୁ ବିଳମ୍ବରେ ଶବ ଦେଖାଇବା ନେଇ ପ୍ରଶ୍ନ କଲେ । ଏହା ସାରା ଦେଶର ଡାକ୍ତରଙ୍କ ସୁରକ୍ଷାର ପ୍ରଶ୍ନ ବୋଲି କହିଲେ ସୁପ୍ରିମକୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking