ଭୁବନେଶ୍ୱର:ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ଜାଣନ୍ତୁ..
୧. ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
୨. କେନ୍ଦୁଝର- ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ
୩. କଟକ- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
୪. ସମ୍ବଲପୁର- ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
୫. ବଲାଙ୍ଗିର- ରବି ନାଏକ
୬. କଳାହାଣ୍ଡି- ନିତ୍ୟାନନ୍ଦ ଗଣ୍ଡ
୭. କନ୍ଧମାଳ- କୃଷ୍ଣ ଚନ୍ଦ୍ରପାତ୍ର
୮. ପୁରୀ- ପୃଥ୍ୱୀରାଜ ହରିଚନ୍ଦନ
୯. ସୁନ୍ଦରଗଡ- ମୁକେଶ ମହାଲିଙ୍ଗ
୧୦. ଗଜପତି- ବିଭୂତି ଭୂଷଣ ଜେନା
୧୧. ଭଦ୍ରକ- କୃଷ୍ଣଚନ୍ଦ୍ର ମହାପାତ୍ର
୧୨. ନବରଙ୍ଗପୁର- ଗଣେଶ ରାମ ସିଂ ଖୁଣ୍ଟିଆ
୧୩. ସୁବଣ୍ଣପୁର- ସୂର୍ଯ୍ୟବଂଶୀ ସୂରଜ
୧୪. ଅନୁଗୁଳ- ପ୍ରଦୀପ ବଳସାମନ୍ତ
୧୫. ରାୟଗଡା- ଗୋକୁଳାନନ୍ଦ ମଲ୍ଲିକ
୧୬. ମୟୁରଭଞ୍ଜ- ସମ୍ପଦ ଚନ୍ଦ୍ର ସ୍ୱାଇଁ
୧୭. ରାଉରକେଲା: ଆରଡିସି ଏନଡି ଆଇଏଏସ୍ ସଚିନ ରାମଚନ୍ଦ୍ର ଯାଦବ
୧୮. ବ୍ରହ୍ମପୁର: ଆରଡିସି ଏସ୍ଡି ଆଇଏଏସ୍ ସଂଗ୍ରାମ କେଶରୀ ମହାପାତ୍ର
୧୯. ବୌଦ୍ଧ: ଜିଲ୍ଲାପାଳ – ଆଇଏଏସ୍ ବିଭୂତି ଭୂଷଣ ନାୟକ
୨୦. ବରଗଡ: ଜିଲ୍ଲାପାଳ – ଆଇଏଏସ୍ ମନୀଷା ବାନାର୍ଜୀ
୨୧. ବାଲେଶ୍ୱର: ଜିଲ୍ଲାପାଳ – ସୂର୍ୟବଂଶୀ ମୟୂର ବିକାଶ
୨୨. ଦେଓଗଡ: ଜିଲ୍ଲାପାଳ – କବିନ୍ଦ୍ର କୁମାର ସାହୁ
୨୩. ଢେଙ୍କାନାଳ: ଜିଲ୍ଲାପାଳ – ଆଶିଷ ଇଶ୍ୱର ପାଟିଲ୍
୨୪. ଗଞ୍ଜାମ (ଛତ୍ରପୁର): ଜିଲ୍ଲାପାଳ – ଦିବ୍ୟ ଜ୍ୟୋତି ପରିଡା
୨୫. ଝାରସୁଗୁଡା: ଜିଲ୍ଲାପାଳ – ଛଭନ କୁନାଲ ମୋତିରାମ
୨୬. ଯାଜପୁର: ଜିଲ୍ଲପାଳ – ଅମ୍ବର କୁମାର କର
୨୭. ଜଗତସିଂହପୁର: ଜିଲ୍ଲାପାଳ – ଜେ ସୋନୀଲ୍
୨୮. ଖୋର୍ଦ୍ଧା: ଜିଲ୍ଲାପାଳ – ଅମ୍ରିତ ରିତୁରାଜ
୨୯. କୋରାପୁଟ: ଜିଲ୍ଲାପାଳ – କ୍ରୀତି ଭାସନ
୩୦. କେନ୍ଦ୍ରପଡା: ଜିଲ୍ଲାପାଳ – ରଘୁରାମ ଆର. ଅୟର୍
୩୧. ମାଲକାନଗିରି: ଜିଲ୍ଲାପାଳ – ସୋମେଶ କୁମାର ଉପାଧ୍ୟାୟ
୩୨. ନୂଆପଡା: ଜିଲ୍ଲାପାଳ – ମଧୂସୁଦନ ଦାସ
୩୩. ନୟାଗଡ: ଜିଲ୍ଲପାଳ – ଅକ୍ଷୟ ସୁନୀଲ ଅଗ୍ରୱାଲ










