17.1 C
Bhubaneswar
Saturday, January 4, 2025
Homeଓଡିଶାଖାଲି ପେଟରେ ବେଲପତ୍ର ଖାଇଲେ କଣ ହେବ ଜାଣନ୍ତୁ..

ଖାଲି ପେଟରେ ବେଲପତ୍ର ଖାଇଲେ କଣ ହେବ ଜାଣନ୍ତୁ..

ଭୁବନେଶ୍ୱର : ବେଲପତ୍ର ପୂଜାରେ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଲପତ୍ର ବ୍ୟବହାର ହୁଏ । ଖାଲି ପେଟରେ  ବେଲପତ୍ର ଖାଇବା ଦ୍ୱାରା    ଶରୀରକୁ ଅନେକ ଲାଭ ମିଳିଥାଏ । ବେଲପତ୍ର ଖାଇବା ଦ୍ୱାରା  ଗ୍ୟାସ , ଏସିଡିଟି ଭଳି ରୋଗ ଦୂର ହୁଏ ।  ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ।  ଅନେି ଫାଇବର ଶରୀରକୁ ମିଳିଥାଏ ।  ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଛି ଯାହା ହୃଦରୋଗୀମାନଙ୍କୁ ରକ୍ଷା କରିଥାଏ ।  ଏବା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ  ଲାଭଦାୟକ ଅଟେ ।   ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି ।  ଯାହା ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଆପଣ ଚା କିମ୍ବା ମହୁରେ ମିଶାଇ  ବେଲପତ୍ରକୁ ଖାଇପାରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking