19.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶମୁସଲମାନ ହୋଇ ମଧ୍ୟ ସନ୍ତୋଷୀ ମାଆଙ୍କ ଉପବାସ ରଖିବା ବିଷୟରେ କଣ କହିଲେ ନୁସୃତ ଜାଣନ୍ତୁ

ମୁସଲମାନ ହୋଇ ମଧ୍ୟ ସନ୍ତୋଷୀ ମାଆଙ୍କ ଉପବାସ ରଖିବା ବିଷୟରେ କଣ କହିଲେ ନୁସୃତ ଜାଣନ୍ତୁ

ନୂଆଦିଲ୍ଲୀ: ନିକଟରେ ଏକ ପୋଡକାଷ୍ଟରେ , ନୁସୃତ ଭାରୁଚା ଧର୍ମ ଏବଂ ବିଶ୍ୱାସ ବିଷୟରେ ଭାରୁଚା ଧର୍ମ ଏବଂ ବିଶ୍ୱାସ ବିଷରେ ଖୋଲାଖୋଲି ଭାବରେ କଥା ହୋଇଥିଲେ । ନୁସୃତ ଭାରୁଚା କହିଛନ୍ତି ଯେ ମୁସଲିମ ପରିବାରରୁ ହୋଇଥିଲେ ମଧ୍ୟ ସେ ହିନ୍ଦୁ ଧର୍ମର ରୀତି ଓ ପରମ୍ପରାକୁ ସମାନ କରନ୍ତି । ନୁସୃତ ଭାରୁଚା ଆହୁରି କହିଛନ୍ତି ଯେ ସେ ସଂଖ୍ୟା ବିଜ୍ଞାନରେ ମଧ୍ୟ ବହୁତ ଆଗ୍ରହୀ ଥିଲେ, ସେଥିପାଇଁ ନୁସୃତ ଭାରୁଚା ତାଙଅକ ନାମ ପରିବର୍ତ୍ତନ କରିଥିଲେ । ତାଙ୍କ ନାମରେ ୩ଟି ଅକ୍ଷର ପରିବର୍ତ୍ତନ କରିବା ପରେ, ତାଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଛି ।

ଦେଢ ବର୍ଷ ମଧ୍ୟରେ ତାଙ୍କର ୯ଟି ଫିଲ୍ମ ଆସିଛି । ନୁସୃତ ଭାରୁଚା ଆହୁରି କୁହନ୍ତି, ଘରେ କେହି କେବେ ସଂଖ୍ୟା ବିଜ୍ଞାନ ବିଷୟରେ କୌଣସି ପ୍ରଶ୍ନ ପଚାରି ନାହାଁନ୍ତି । ବରଂ, ମୁଁ ପିଲାଦିନରୁ ମନ୍ଦିର ଏବଂ ଗୁରୁଦ୍ୱାର ଯାଉଅଛି । ଏହା ବ୍ୟତୀତ ମୁଁ ୧୬ ଶୁକ୍ରବାର ସନ୍ତୋଷୀ ମାତାର ଉପବାସ ମଧ୍ୟ ରଖିଛି । ନୁସୃତ ଭାରୁଚା ଏହା ମଧ୍ୟ କହିଥିଲେ ଯେ ସେ ୨୦୨୪ ମସିହାରେ ପ୍ରଥମ ଥର ପାଇଁ କେଦାରନାଥ ଆସିଥିଲେ । ଦ୍ୱାର ବନ୍ଦ ହେବା ପୂର୍ବରୁ ସେ କେଦାରନାଥ ଧାମରେ ପହଞ୍ଚିଥିଲେ ଏବଂ ଏହା ପରେ ସେ ବଦ୍ରିନାଥ ଧାମ ମଧ୍ୟ ଦର୍ଶନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking