ନୂଆଦିଲ୍ଲୀ : ବିଗତ କିଛି ଦିନ ପୂର୍ବରୁ ସୁନାର ଦର ବଢିବାରେ ଲାଗିଛି । ୨୦୨୪ ଧନତେରାସରେ ତରଙ୍ଗ ଢେଉ ଭଳି ସୁନା ଦର ବଢିଛି । ଭାରତରେ ବା ନୂଆଦିଲ୍ଲୀ, ନୋଏଡା , ମୁମ୍ବାଇ , ବାଙ୍ଗାଲୋର , ଚେନ୍ନାଇ ରେ ୨୨ କ୍ୟାରେଟ ଏବଂ ୨୪ କ୍ୟାରେଟ ସୁନାର ଦର ଅଧିକ ରହଛି । ଭାରତୀୟ ଗଣପର୍ବ ଅନୁସାରେ ଦୀପାବଳୀ ରେ ମିଠା, ଉପହାରର ଦାମ ବଢିବା ସହିତ ସୁନା, ରୂପାର ଚାହିଦା ମଧ୍ୟ ବେଶ ବଢିବାରେ ଲାଗିଛି । ସଂସ୍କୃତି ଅନୁସାରେ , ଏହି ସମୟରେ ସୁନା କିଣିବା,ଅର୍ଥ ବିନିଯୋଗ କରିବା ଉପହାର କିଣାଯାଇଥାଏ ।
ବର୍ତ୍ତମାନ ସୁନା ରୁପାର ଦର …
ଅକ୍ଟୋବର ୨୯ରେ ଭାରତରେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୭୮,୬୧୦ ଥିଲା । ସେତେବେଳେ ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୭୨,୦୫୯ ଟଙ୍କା । ଗଢ଼ା ମଜୁରୀ ସୁନାର ଦର ଗ୍ରାମ ପ୍ରତି ୨୪ କ୍ୟାରେଟକୁ ୭,୮୬୧ ରହିଥିବା ବେଳେ ରୂପା କିଲୋଗ୍ରାମ ପ୍ରତି ୯୭,୪୮୦ ରହିଛି ।
ସହର ୨୨ କ୍ୟାରେଟ ୨୪କ୍ୟାରେଟ
ଦିଲ୍ଲୀ ୭୩୯୦ ୮୦୬୦
ମୁମ୍ବାଇ ୭୩୭୫ ୮୦୪୫
ଚେନ୍ନାଇ ୭୩୭୫ ୮୦୪୫
କୋଲକତା ୭୩୭୫ ୮୦୪୫
ଅହମ୍ମଦାବାଦ ୭୩୮୦ ୮୦୫୦
ପୁଣେ ୭୩୭୫ ୮୦୪୫
କେରଳ ୭୩୭୫ ୮୦୪୫
ଜୟପୁର ୭୩୯୦ ୮୦୬୦
ଲକ୍ଷ୍ନୌ ୭୩୯୦ ୮୦୬୦
ମୁମ୍ବାଇରେ ରୂପାର ଦର ୯୭,୪୮୦/ କେଜି
ସେହିଭଳି କୋଲକତାରେ ୯୭,୩୫୦ /କେଜି
ଦିଲ୍ଲାରେ ରୂପାର ଦର ରହିଛି ୯୭,୩୧୦/ କେଜି
ସେହିଭଳି ଚେନ୍ନାଇରେ ରୂପାର ଦର ୯୭,୭୬୦/କେଜି ରହିଛି ।