27.1 C
Bhubaneswar
Wednesday, December 10, 2025
Homeଓଡିଶାପ୍ରତିଦିନ ସକାଳେ ତୁଳସୀ ପାଣି ପିଇବାର ଲାଭ ଜାଣନ୍ତୁ

ପ୍ରତିଦିନ ସକାଳେ ତୁଳସୀ ପାଣି ପିଇବାର ଲାଭ ଜାଣନ୍ତୁ

ଭୁବନେଶ୍ୱର: ତୁଳସୀ  ପାଣି ହଜମ  ପ୍ରକ୍ରିୟାକୁ ଉନ୍ନତ  କରିବାରେ ସାହାଯ୍ୟ କରେ ।  ଏହା ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ  ବାହାର କରିଦିଏ । ସକାଳେ  ଏହାକୁ ସେବନ କରିବା ଦ୍ୱାରା ମାନସିକ ଚାପ କମିଥାଏ । ଏହା ଚର୍ମକୁ ସଫା କରେ ଏବଂ ଏହାର ଚମକ ବୃଦ୍ଧି କରେ ।  ଏହା ଥଣ୍ଡା ଏବଂ କାଶରୁ ମୁକ୍ତି ଦିଏ । ତୁଳସୀ ପାଣି ଶରୀରର ରୋଗ ପ୍ରତିରୋଧକ ଶକ୍ତି  ବୃଦ୍ଧି କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking