30.1 C
Bhubaneswar
Sunday, June 8, 2025
Homeଓଡିଶାଜାଣନ୍ତୁ ଗ୍ରୀଷ୍ମ ଋତୁରେ କିପରି ତୁଳସୀ ଗଛର ଯତ୍ନ ନେବେ

ଜାଣନ୍ତୁ ଗ୍ରୀଷ୍ମ ଋତୁରେ କିପରି ତୁଳସୀ ଗଛର ଯତ୍ନ ନେବେ

ଭୁବନେଶ୍ୱର: ତୁଳସୀ ଗଛ ପାଣିକୁ ଭଲ ପାଏ ତେଣୁ ଗ୍ରୀଷ୍ମ ଋତୁରେ ପ୍ରତ୍ୟେକ ଦିନ ପାଣି ଦିଅନ୍ତୁ । ତୁଳସୀ ଗଛ ସତେଜ ରହିବ । ପାଣି ଆବଶ୍ୟକ ପରିମାଣରେ ଦିଅନ୍ତୁ ନଚେତ୍ ନଷ୍ଟ ହେବାର ସମ୍ଭାବନା ଅଧିକା । ପାଣି ଜମି ନରହିବା ପାଇଁ ମାଟି ଭଲ ଭାବରେ ଜଳ ନିଷ୍କାସନ ହେଉଛି କି ନାହିଁ ଯାଞ୍ଚ କରନ୍ତୁ । ତୁଳସୀ ସୂର୍ଯ୍ୟ କିରଣରେ ବଢେ, ତଥାପି ପ୍ରଖର ସୂର୍ଯ୍ୟ କିରଣ ଗଛକୁ କ୍ଷତି ପହଞ୍ଚାଇପାରେ । ଏହାକୁ ଆଶିଂକ ଛାଇ ଥିବା ସ୍ଥାନରେ ୍ରଖନ୍ତୁ । ଅଧିକ ଗରମ ସମୟରେ ସୂର୍ଯକିରଣକୁ ଛାଣିବା ପାଇିଁ ଜାଲ ଭଳ କିଛି ଘୋଡାଇ ରଖନ୍ତୁ । ତୁଳସୀ ଗଛକୁ ଭଳରେ ବଢିବା ପାଇଁ ତାଜା ପବନ ଆବଶ୍ୟକ, ତେଣୁ ଭଲ ବାୟୁ ପ୍ରବାହ ହେଉଥିବା ସ୍ଥାନରେ ରଖନ୍ତୁ । ସତେଜତା ବଜାୟ ରଖିବା ପାଇଁ ନିୟମିତ ଘଛର ଅନାବଶ୍ୟକ ଡାଳ କାଟନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking