17.1 C
Bhubaneswar
Saturday, January 4, 2025
Homeଓଡିଶାପାଣିଖିଆ, ଗୋଇଠିଫଟାକୁ କିପରି ଦୂର କରିବେ ଜାଣନ୍ତୁ..

ପାଣିଖିଆ, ଗୋଇଠିଫଟାକୁ କିପରି ଦୂର କରିବେ ଜାଣନ୍ତୁ..

ଭୁବନେଶ୍ୱର : ଶୀତ ଋତୁରେ ଗୋଡ ଫାଟିବା ସ୍ୱାଭାବିକ ।  ଦେଶର ଅନେକ ଅଞ୍ଚଳରେ  ତାପମାତ୍ରା ମାଇନଓ ୪ରୁ ୫ ଡିଗ୍ରୀରେ ପହଞ୍ଚିଛି । ଶୀତଦିନେ ଚର୍ମ ଅଧିକ ଶୁଖିଲା ରହେ । ଏବଂ  ଗୋଇଠି ମଧ୍ୟ ଫାଟିଥାଏ । ତେବେ ଜାଣିଛନ୍ତି କି ଶୀତଦିନେ ଗୋଇଠି କାହିଁକି ଫାଟେ । ଆସନ୍ତୁ ଜାଣିବା କଣ ରହିଛି ଏହାର କାରଣ । ଶୀତଦିନେ ମୋଟା ଜୋତା ବ୍ୟବହାର କରିବା ଦ୍ୱାରା ମଧ୍ୟ   ଚାପ ପକାଇଥାଏ ।  ଯାହାକି ଗୋଇଠି ଅଧିକ ଫାଟିଥାଏ ।  ଯଦି ଗୋଇଠିରେ   ମଏଶ୍ଚରାଇଜର ବ୍ୟବହାର କରନ୍ତି ତେବେ  ଏହା ଫାଟି ନଥାଏ ।  ପାଦକୁ ଭଲ ଭଲ ଭାବରେ ଧୋଇବା ପରେ ମଏଶ୍ଚରାଇଜର  ଲଗାଇ ପାରିବେ । ଯଦ୍ୱାରା   ଚର୍ମ ଏବଂ ଗୋଇଠି ଫାଟିବାକୁ ରୋକିଥାଏ ।  ପାଦରେ ତେଲ ମାଲିସ କରି ଜୋତା ବ୍ୟବହାର କରନ୍ତୁ । ପାଦକୁ ସବୁଦିନ ଉଷୁମ ପାଣିରେ ଧୋଇ  ସ୍କ୍ରବ କରିଲେ ଗୋଇଠି ଫଟାଠାରୁ ଦୂକରେ ରହିବେ । ଏହା ସହିତ  ସବୁଜ ପନିପରିବା  , ଡାଲି, ପ୍ରୋଟିନ ମଧ୍ୟ ଖାଇପାରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking