22.1 C
Bhubaneswar
Friday, December 5, 2025
Homeଓଡିଶାକିଟ୍ ଛାତ୍ର ମୃତ୍ୟୁ: କମିସନରେଟ୍ ପୋଲିସର ପ୍ରେସ୍ ରିଲିଜ

କିଟ୍ ଛାତ୍ର ମୃତ୍ୟୁ: କମିସନରେଟ୍ ପୋଲିସର ପ୍ରେସ୍ ରିଲିଜ

ଭୁବନେଶ୍ୱର: କିଟ୍ ଛାତ୍ର ମୃତ୍ୟୁ ଘଟଣାରେ କମିସନରେଟ୍ ପୋଲିସର ପ୍ରେସ୍ ରିଲିଜ । ପ୍ରେସ୍ ରିଲିଜି ଜାରି କରି ସୂଚନା ଦେଇଛନ୍ତି ଯେ ଗତକାଲି ରାତି ୧୦ ଟା ୪୫ରେ ଖବର ପାଇଥିଲା ଇନଫୋସିଟି ଥାନା ପୋଲିସ । ତୁରନ୍ତ ହଷ୍ଟେଲକୁ ଯିବା ସହ ଭିତର ପଟୁ କବାଟ ବନ୍ଦ ଥିବା ଦେଖିଥିଲେ । କବାଟ ଭାଙ୍ଗି ଭିତରକୁ ପ୍ରବେଶ ବେଳେ ରାହୁଲଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ତାଙ୍କୁ ଉଦ୍ଧାର କରି ସୁରନ୍ତ କିମ୍ସ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଇନଫୋସିଟି ଥାନାରେ କେସ୍ ନଂ – ୧୫୩ରେ ମାମଲା ରୁଜୁ ହୋଇଛି । ତେବେ ଛତିଶଗଡର ରାଇଘରରେ ରହୁଥିବା ଛାତ୍ରଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ପରିବାର ଲୋକ ଆସିବା ପରେ ମୃତଦେହ ବ୍ୟବଚ୍ଛାଦ କରାଯିବ ।

ଛାତ୍ର ଆତ୍ମହତ୍ୟା: ସ୍ୱୀକାର କରି ପକ୍ଷ ରଖିଲା କିଟ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking