23.1 C
Bhubaneswar
Monday, February 9, 2026
Homeଓଡିଶାକିଟ କାଣ୍ଡ : ହାଜର ହେଲେ ୬ କର୍ମଚାରୀ

କିଟ କାଣ୍ଡ : ହାଜର ହେଲେ ୬ କର୍ମଚାରୀ

ଭୁବନେଶ୍ବର :କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ ୬ କର୍ମଚାରୀ । ଆଜି ଦିନ ୧୧ଟା ପରଠାରୁ ରାଜ୍ୟ ଅତିଥି ଭବନରେ ୬ ଜଣଙ୍କୁ ପଯ୍ୟାୟକ୍ରମେ ହେବ ଜେରା । କିଟ ଇଣ୍ଟରନାଲ କମିଟି ମୁଖ୍ୟ , ସୁରକ୍ଷା ମୁଖ୍ୟ , ସହକାରୀ ନିର୍ଦ୍ଦେଶକ ହାଜର ହୋଇଛନ୍ତି । ସମସ୍ତ କର୍ମଚାରୀ ହାଜର ହୋଇ ତଥ୍ୟ ରଖିବାକୁ ନୋଟିସ୍ ହୋଇଛି। ୬ କର୍ମଚାରୀଙ୍କ ମଧ୍ୟରେ କିଟ୍ ଇଣ୍ଟର୍‌ନ୍ୟାସନାଲ୍‌ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ସୁରକ୍ଷା ମୁଖ୍ୟ ପିକେ ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶକ ସ୍ମରିକା ପତି, ସିନିୟର଼ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ର ରହିଛନ୍ତି।  ପୂର୍ବରୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମେତ ୮ ଜାଣ ଙ୍କୁ ଜେରା କରି ସାରିଛି କମିଟି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking