ଭୁବନେଶ୍ୱର : ରାଜ୍ୟ ଅତିଥି ଭବନରେ କିଟର ୫ ଛାତ୍ରଛାତ୍ରୀଙ୍କୁ ପଚରାଉଚାରା କରୁଛି । ଛାତ୍ରୀ ମୃତ୍ୟୁ ଓ ନିଯ୍ୟାତନା ଅଭିଯୋଗରେ ଏନଏଚଆରସି ପଚରାଉଚରା କରୁଛି । ୫ ଜଣଙ୍କ ମଧ୍ୟରେ ଜଣେ ଛାତ୍ରୀ , ୪ ଜଣ ଛାତ୍ର ରହିଛନ୍ତି । ୫ ଜଣ ମୃତ ନେପାଳୀ ଛାତ୍ରୀଙ୍କ ସହପାଠୀ ହୋଇଥିବା ସୂଚନା ମିଳିଛି ।