21.1 C
Bhubaneswar
Thursday, December 18, 2025
Homeଓଡିଶାକିସ୍‌ ଛାତ୍ର ହତ୍ୟା: ଏସଟିର ତଦନ୍ତ ନିର୍ଦ୍ଦେଶ

କିସ୍‌ ଛାତ୍ର ହତ୍ୟା: ଏସଟିର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: କିସ୍‌ ଛାତ୍ର ହତ୍ୟା ଘଟଣାରେ ନିଜ ଆଡୁ ମାମଲା କଲେ ଏନସିଏସଟି କମିଶନ । ଗଣଶିକ୍ଷା ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ଜବାବ ତଲବ । ୩ ଦିନ ଭିତରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜଣାଇବାକୁ ନିର୍ଦ୍ଦେଶ । ପୂର୍ବରୁ ମଧ୍ୟ କିସ୍‌ରେ ଏପରି ୨/୩ଟି ଘଟଣା ଘଟିଛି । କମିଶନ ସଦସ୍ୟ ଭୁବନେଶ୍ବର ଆସି ତଦନ୍ତ କରିବେ । ସୂଚନାଥାଉକି, ଗତ ୧୨ ତାରିଖରେ କିସ୍‌ରେ କେନ୍ଦୁଝର ଟାଉନ୍ ଥାନା ଟିକର ଘୁମୁରାର ଶିବ ମୁଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଗତକାଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଡାଲି ପଡିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ସହପାଠୀ ହତ୍ୟା କରିଛନ୍ତି । ଏହି ଘଟଣାରେ ପ୍ରଥମ ଫେଜ୍‌ରେ ପ୍ରାୟ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking