21.1 C
Bhubaneswar
Friday, December 19, 2025
Homeଓଡିଶାକିସ ଛାତ୍ର ହତ୍ୟା; ସିବିଆଇ ଯାଞ୍ଚ ଆବଶ୍ୟକ: ବଳଭଦ୍ର ମାଝୀ

କିସ ଛାତ୍ର ହତ୍ୟା; ସିବିଆଇ ଯାଞ୍ଚ ଆବଶ୍ୟକ: ବଳଭଦ୍ର ମାଝୀ

ଭୁବନେଶ୍ୱର: କିସ ଛାତ୍ର ହତ୍ୟା ଘଟଣାକୁ ନେଇ ସାଂସଦ ବଳଭଦ୍ର ମାଝୀ ପ୍ରତିକ୍ରିୟା ରଖି କହିଛନ୍ତି, ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରଙ୍କୁ ହତ୍ୟା କରିବା ଅତ୍ୟନ୍ତ ସାଙ୍ଘାତିକ । ବାରମ୍ବାର ଏଭଳି ଘଟଣା ଘଟୁଛି, କିନ୍ତୁ କୌଣସି ପଦକ୍ଷେପ ନିଆଯାଉନି । ପ୍ରତିଷ୍ଠାତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ବ୍ୟବସ୍ଥାରେ ଯାଞ୍ଚ ଆବଶ୍ୟକ । ପ୍ରତିଷ୍ଠାନକୁ ବିଭିନ୍ନ ଉତ୍ସରୁ ଫଣ୍ଡିଂ ଆସୁଛି , କିନ୍ତୁ ପିଲାଙ୍କୁ ଠିକ ଭାବେ ରଖାଯାଉନି । କେବଳ ଭୁବନେଶ୍ୱରରେ ପିଲାଙ୍କୁ ରଖିଦେଲେ ହେବ ନାହିଁ । ଭଲ ପରିବେଶ ଦରକାର । ଆବଶ୍ୟକ ହେଲେ ସିବିଆଇ ଯାଞ୍ଚ ହେବା ଆବଶ୍ୟକ କହିଲେ ବଳଭଦ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking