19.1 C
Bhubaneswar
Thursday, February 12, 2026
Homeଓଡିଶାଯୁବତୀଙ୍କୁ ମାରି ଫିଙ୍ଗିଦେଲେ !

ଯୁବତୀଙ୍କୁ ମାରି ଫିଙ୍ଗିଦେଲେ !

ନବରଙ୍ଗପୁର: ନବରଙ୍ଗପୁରରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଘର ଠାରୁ ଅଳ୍ପ ଦୂରରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। କୋଷାଗୁମୁଡ଼ା ଥାନା କମ୍ଭାରସାହିରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କାଲି ପାଖ ପଡ଼ିଆକୁ ଶୌଚ ହେବାକୁ ଯାଇ ଫେରି ନଥିଲେ ଯୁବତୀ। କୋଷାଗୁମୁଡ଼ା ଥାନାରେ ହତ୍ୟା ଅଭିଯୋଗ କଲେ ପରିବାର। ଅଭଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking