17.1 C
Bhubaneswar
Tuesday, December 9, 2025
Homeଓଡିଶାମାରି ଡ୍ୟାମକୁ ଫିଙ୍ଗିଦେଲେ!

ମାରି ଡ୍ୟାମକୁ ଫିଙ୍ଗିଦେଲେ!

ମୋହନା: ଡ୍ୟାମରୁ ନିଖୋଜ ଯୁବକଙ୍କ ହାତଗୋଡ ବନ୍ଧା ମୃତଦେହ ଉଦ୍ଧାର କରାଯାଇଛି । ରାମଗିରି ନିକଟ ନୂଆପଡା ଡ୍ୟାମରୁ ମିଳିଲା ହାତଗୋଡ ବନ୍ଧା ମୃତଦେହ । ହାତ ଗୋଡକୁ ପଥର ସହ ବାନ୍ଧି ଡ୍ୟାମକୁ ଫିଙ୍ଗି ଦିଆଯାଇଥିଲା । ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ହତ୍ୟା ପରେ ପଥର ବାନ୍ଧି ଡ୍ୟାମକୁ ଫିଙ୍ଗାଯାଇଛି କହିଲେ ଏସଡିପିଓ । ଯୁବକ ଜଣକ ଗତ ୨୨ ତାରିଖରୁ ନିଖୋଜ ଥିଲେ । ଘର ଲୋକ ଖୋଜାଖୋଜି କରୁଥିଲେ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking