ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲା । ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ଉଟ୍ଟଶିକ୍ଷା ମନ୍ତ୍ରୀ । ସେମାନେ ଆମର ଅତିଥି ଛାତ୍ରଛାତ୍ରୀ । ଏଭଳି ଘଟଣା କିଟ୍ ଭଳି ବିଶ୍ୱବିଦ୍ୟାଳୟରେ ଘଟିଛି । ଏସ୍ଏସ୍ ଗୃହ ସଚିବଙ୍କ ତତ୍ତ୍ୱବଧାନରେ ନିରପେକ୍ଷ କମିଟି ଗଠିତ ହୋଇଛି । ଜଣେ ମହିଳା ମଧ୍ୟ ଏହି କମିଟିରେ ଅଛନ୍ତି । ଘଟଣା ଉପରେ ନଜର ରଖିଛି ପୁଲିସ୍ । ୧୦୦ ପାଖାପାଖି ନେପାଳ ଛାତ୍ରଛାତ୍ରୀ ଅଛନ୍ତି । ୮ ଶହ ପିଲାଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଣ୍ଟାକୁ ଥରେ ରିପୋର୍ଟ ମଗାଯାଉଛି । କାଉନସେଲିଂ ପାଇଁ ଟିମ୍ ଗଠନ ହୋଇଛି । ପୂର୍ବସ୍ଥିତି ଫେରାଇ ଆଣିବାରେ ସାହାଯ୍ୟ ହେବ । ଏଟିଏମ୍ଙ୍କୁ କିଟ୍ ପରିସରରେ ରହିବାକୁ ନିର୍ଦ୍ଦେଶ ଅଛି ।









