24.1 C
Bhubaneswar
Tuesday, February 10, 2026
Homeଓଡିଶାକିଟ୍ ମାମଲା: ଉଚ୍ଚସ୍ତରୀୟ କମିଟି ଗଠିତ

କିଟ୍ ମାମଲା: ଉଚ୍ଚସ୍ତରୀୟ କମିଟି ଗଠିତ

ଭୁବନେଶ୍ୱର: କିଟ୍ ମାମଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ । ସରକାର ଗଠନ କଲେ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି । ଫ୍ୟାକ୍ଟ ଫାଇଣ୍ଡିଂ କମିଟିରେ ତିନୋଟି ବିଭାଗର ସଚିବ ରହିଛନ୍ତି । କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ, ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀ ମଧ୍ୟ କମିଟିରେ ଅଛନ୍ତି । ମାମଲାର ତଦନ୍ତ କରିବ ଉଚ୍ଚସ୍ତରୀୟ କମିଟି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking