ଭୁବନେଶ୍ୱର: ଖଣ୍ଡଗିରି କୁମ୍ଭମେଳା ପାଇଁ ସମୀକ୍ଷା ବୈଠକ ଶେଷ ହୋଇଛି । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯିବ । ମେଳା ଅଞ୍ଚଳରେ ଲାଗିବ ୧୦୦ ସିସିଟିଭି । ପୋଲିସ ଓ ବିଏମସି ଏନଫୋର୍ସମେଣ୍ଟ ଟିମ୍ ମୁତୟନ ରହିବେ । ସହାୟତା ପାଇଁ ଟ୍ରାଫିକ୍ ୱାଡେନ ମୁତୟନ ରହିବେ । ଯାନବାହନ ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।










