29.1 C
Bhubaneswar
Friday, October 4, 2024
Homeଦେଶ ବିଦେଶମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ କେଜ୍ରିୱାଲ

ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ କେଜ୍ରିୱାଲ

ନୂଆଦିଲ୍ଲୀ : ଆଜି ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ l ଏହା ପରେ ଅରବିନ୍ଦ କେଜ୍ରିୱାଲ ଆପ ସାଂସଦ ଅଶୋକ ମିତ୍ତଲଙ୍କ ଘର ୫ ଫିରୋଜଶା ରୋଡରେ ରହିବେ l ପୂର୍ବରୁ ବହୁ ବିଧାୟକ ଏବଂ କର୍ପୋରେଟରମାନେ କେଜ୍ରିୱାଲଙ୍କୁ ସେମାନଙ୍କ ଘର ପ୍ରଦାନ କରିଥିଲେ । କିନ୍ତୁ କେଜ୍ରିୱାଲ ଅଶୋକ ମିତ୍ତଲଙ୍କ ଘରେ ନିଷ୍ପତି ନେଇଥିଲେ l ସେଠାରୁ କେଜ୍ରିଓ୍ବାଲ ତାଙ୍କ ବିଧାନସଭା ଏବଂ ଦିଲ୍ଲୀ ନିର୍ବାଚନ ପ୍ରଚାରର ତଦାରଖ କରିବେ । ତେବେ ଘର ଖାଲି କରିବାକୁ ଦିନେ ଦୁଇଦିନ ସମୟ ମାଗିଥିଲେ l ଶେଷରେ ଆଜି ସେ ବାସଭବନ ଖାଲି କରିବା ନେଇ ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking