23.1 C
Bhubaneswar
Wednesday, January 15, 2025
Homeଓଡିଶାମଟରକୁ ଏପରି ରଖନ୍ତୁ ବର୍ଷସାରା ରହିବ

ମଟରକୁ ଏପରି ରଖନ୍ତୁ ବର୍ଷସାରା ରହିବ

ଭୁବନେଶ୍ୱର : ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏହି ଗ୍ରୀନ ମଟରକୁ ଅଧିକ ଦିନ ଧରି ରଖିବା ପାଇଁ ଆସନ୍ତୁ ଉପାୟ ଜାଣିବା ।  ଆମେ ଆପଣଙ୍କୁ ଏଭଳି ପଦ୍ଧତି କହିବୁ ଯାହା ବିନା ରାସାୟନିକ ପଦ୍ଧତିରେ ବର୍ଷସାରା ରହିବ । ପ୍ରଥମେ  ମଟରର ଚୋପା ଛଡାଇ  ଗରମ ପାଣିରେ ଚିନି ମିଶାଇ ମଟରକୁ ପକାନ୍ତୁ ତାପରେ  ୨ରୁ ୩ ମିନଟ ଛାଡିୁ ଦିଅନ୍ତୁ ।  ଏହାପରେ ମଟରକୁ ଛାଣି  ତୁରନ୍ତ ଥଣ୍ଡା ପାଣିରେ ରଖନ୍ତୁ  । ମଟର ଥଣ୍ଡା ହୋଇଗଲେ  ତାକୁ ଏକ  ଜିପ ଲକ ବ୍ୟାଗରେ ରଖନ୍ତୁ । ଯାହା ୧ ବର୍ଷ ଧରି ରହିବ । ଅନ୍ୟ ପଦ୍ଧତି ହେଉଛି   ମଟରକୁ ଧୋଇ  ଭଲ ଭାବରେ ଖରାରେ ଶୁଖାଇବା ପରେ  ରାତିରେ  ଏକ ସଫା କପଡାରେ    ଘୋଡାଇ ରଖନ୍ତୁ । ଏହା ଶୁଖିଗଲା ପରେ ଏୟାର ଟାଇଟ ପାତ୍ରରେ ରଖନ୍ତୁ । ତୃତୀୟ ଉପାୟ ହେଉଛି ,  ଚୋପା ସହ ମଟରରେ ଟିରେ ଲୁଣ ମିଶାଇ  ଏୟାର ଟାଇଟ ପାତ୍ରରେ ରଖି ଫ୍ରିଜରେ ରଖନ୍ତୁ ।  ତାପରେ ମଟର ଆପଣଙ୍କର  ୨ରୁ ୩ ମାସ ଯାଏଁ ଫ୍ରେସ ରହିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking