ନୂଆଦିଲ୍ଲୀ: ଡେପୁଟେସନରେ ଆଇଆରଟିଏସ କୌସ୍ତଭ ଦୀପ୍ତ ପାଣି । ବାଣିଜ୍ୟ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ରେଳ ସମନ୍ୱୟ କମିଶନର ଭାବେ ମଧ୍ୟ ପୂର୍ବ ଦାୟିତ୍ୱ ନିର୍ବାହ କରିବେ । ଡେପୁଟେସନ ଅବଧି ସେପ୍ଟେମ୍ବର ୯ରୁ ଆରମ୍ଭ ହେବ । ୩ ବର୍ଷପାଇଁ ରହିବ ।