26.1 C
Bhubaneswar
Saturday, March 14, 2026
Homeଓଡିଶାକଙ୍ଗାରୁ କୋର୍ଟ: ପୁଣି ବଳଦ ଦଣ୍ଡ

କଙ୍ଗାରୁ କୋର୍ଟ: ପୁଣି ବଳଦ ଦଣ୍ଡ

ଲକ୍ଷ୍ମୀପୁର: କଙ୍ଗାରୁ କୋର୍ଟରେ ପୁଣି ଦିଆଗଲା ବଳଦ ଦଣ୍ଡ । ନାରାୟଣ ପାଟଣା ବ୍ଲକ ପେଦା ଇଟିଗି ଗାଁରେ କଙ୍ଗାରୁ କୋର୍ଟ । ଗୋଟିଏ ବଂଶରେ ବାହାହେଲେ ବୋଲି ମିଳିଲା ବଳଦ ଦଣ୍ଡ । ଗାଁ ଦାଣ୍ଡରେ ପାପ ଶୁଦ୍ଧି ନାଁରେ ଦିଆଗଲା ବଳଦ ଦଣ୍ଡ । ବେକରେ ଜୁଆଳି ପକାଇ ଲଙ୍ଗଳରେ ହଳ କରାଇଲେ । ରାୟଗଡା ଜିଲ୍ଲା କଞ୍ଜମେଯାଡି ଘଟଣାରେ ହୋଇଛି ପୁନରାବୃତ୍ତି । ସୂଚନାଯୋଗ୍ୟ, ଗତକାଲି ରାୟଗଡ଼ାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ ଗାଁ ନିଷ୍ପତ୍ତି ବିରୁଦ୍ଧରେ ପ୍ରେମ କରି କଙ୍ଗାରୁ କୋର୍ଟରେ ଦଣ୍ଡିତ ହୋଇଥିଲେ ପ୍ରେମୀଯୁଗଳ। ବଳଦ ହୋଇ ଜମି ଚାଷ କରିବା ସହ ବେତ ପାହାର ଖାଇଥିଲେ ଯୁବତୀ ଲାକ ସାରକା  ଓ ଯୁବକ କଡ଼ିଆ ସାରକା। କେବଳ ଏତିକି ନୁହେଁ, ଅକଥନୀୟ ନିର୍ଯାତନା ପରେ ଗାଁରୁ ଉଭୟଙ୍କୁ ତଡ଼ି ଦିଆଯାଇଥିଲା। ସାମାଜିକ ଗଣମାଧ୍ୟମରେ ପ୍ରେମୀଯୁଗଳ ଜମିରେ ହଳ କରୁଥିବା ଭିଡିଓ ଘୂରି ବୁଲିବା ପରେ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking