ଭୁବନେଶ୍ୱର: ନବୀନ ନିବାସରେ କଳିକେଶ ନାରାୟଣ ସିଂହଦେଓ । କଳିକେଶଙ୍କୁ ବଡ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨ ଦିନ ତଳେ ହେଉଥିଲା ଚର୍ଚ୍ଚା । ନେତୃତ୍ୱ ଦେବାକୁ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ କରିଥିଲେ ସୁପାରିସ । ନବୀନ ନିବାସରେ ଉପସ୍ଥିତ ଅଛନ୍ତି ପ୍ରତାପ ଜେନା ଓ ଦେବୀ ମିଶ୍ର ।










