34.1 C
Bhubaneswar
Thursday, March 26, 2026
Homeଓଡିଶାଟ୍ୱିନସିଟିରେ କାଳବୈଶାଖୀର ତାଣ୍ତବ

ଟ୍ୱିନସିଟିରେ କାଳବୈଶାଖୀର ତାଣ୍ତବ

ଭୁବନେଶ୍ୱର: ତାତିରୁ ମିଳିଲା ଆଶ୍ୱସ୍ତି । ଭୁବନେଶ୍ୱରର କିଛି ସ୍ଥାନରେ କୁଆ ପଥର ବର୍ଷା । ଆକାଶ ମେଘାଚ୍ଛନ୍ନ ରହିବା ସହ ଆରମ୍ଭ ହୋଇଛି ବର୍ଷା । କଳା ହାଣ୍ଡିଆ ମେଘ ବାଦଲ ସହ ହାଲୁକା ପବନ ବହୁଛି । ବଡ କଥା ହେଉଛି , କିଛି ସମୟ ତଳେ ପାଣିପାଗ ବିଭାଗ କାଳବୈଶାଖୀ ନେଇ ପୂର୍ବାନୁମାନ କରିଥିଲା । ତାହା ଏବେ ରାଜ୍ୟର କିଛି ଅଞ୍ଚଳରେ ଦେଖାଦେଇଛି । ବିଜୁଳି ଘଡ ଘଡି ସହ ପବନର ବେଗ ବଢିବା ସହ ବର୍ଷା ହୋଇଛି ।୪ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ସତର୍କତା ଜାରି କରାଯାଇଛି । କଟକ, ପୁରୀ, ଖୋର୍ଦ୍ଧା ଆଉ ଜଗତସିଂହପୁର ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ । ୩୦ରୁ ୪୦ କିମି ବେଗରେ ପବନ ବହିପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking