19.1 C
Bhubaneswar
Friday, December 19, 2025
Homeଓଡିଶାକାଳବୈଶାଖୀ : ସହାୟତା ପହଞ୍ଚିଗଲାଣି

କାଳବୈଶାଖୀ : ସହାୟତା ପହଞ୍ଚିଗଲାଣି

ଭୁବନେଶ୍ୱର: କାଳବୈଶାଖୀ କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ ସୂଚନା ଦେଇଛନ୍ତି । ମୟୁରଭଞ୍ଜରେ ସର୍ୱାଧିକ କ୍ଷୟକ୍ଷତି ହୋଇଛି । ବାଙ୍ଗିରିପୋଶୀ ଓ ବିଶୋୟୀ ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହୋଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ ସହାୟତା ରାଶି ପହଞ୍ଚିଗଲାଣି ।  ୨୦ କୋଟି ୩୮ ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟରେ ପହଞ୍ଚିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking